Odia Diaries

Odia Diaries Contact information, map and directions, contact form, opening hours, services, ratings, photos, videos and announcements from Odia Diaries, Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,, Bhubaneswar.

ଓଡ଼ିଶା, ଏହା ଯେ ଗୋଟିଏ ଶବ୍ଦ କିମ୍ବା କୌଣସି ଏକ ରାଜ୍ୟ ର ନାମ ମାତ୍ର ତାହା ନୁହେଁ। ଏହା ମୋର ପରିଚୟ।
ଆଜି ପ୍ରତିଟି ଓଡ଼ିଆ ନିଜ ମାତୃଭାଷା, ସଂସ୍କୃତି ଏବଂ ନିଜର ପରମ୍ପରା କୁ ନେଇ ଗର୍ବିତ। ଏଇ ମାଟି , ମାଟି ନୁହେଁ ଏହା ପ୍ରତିଟି ଓଡିଆ ପାଈଁ ଚନ୍ଦନ। ଜଣାନାହିଁ କେଉଁ ପୁଣ୍ୟ ବଳେ ଏ ମାଟିରେ ଜନମିଛି।

ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା, ନିତି ମନେ ମନେ ଗୁଣି ହେଉଥାଅ ପୂର୍ବ ପୁରୁଷ ଙ୍କ କଥା।                        //କୁନ...
26/12/2025

ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା, ନିତି ମନେ ମନେ ଗୁଣି ହେଉଥାଅ ପୂର୍ବ ପୁରୁଷ ଙ୍କ କଥା।

//କୁନ୍ତଳା କୁମାରୀ ସାବତ//

@କବିସମ୍ରାଟଉପେନ୍ଦ୍ରଭଞ୍ଜ #ଓଡିଆ_ସାହିତ୍ୟଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି,କେତେ ଦୂରେ ଚାନ୍ଦ କେତେ ଦୂରେ କୁମୁଦିନୀ,ପ୍ରୀତି ଅଭେଦ ତାଙ୍...
12/12/2025

@କବିସମ୍ରାଟଉପେନ୍ଦ୍ରଭଞ୍ଜ #ଓଡିଆ_ସାହିତ୍ୟ
ଦୂରେ ଥିଲେ ପାଶେ ଅଛି ଏହା ଥିବୁ ଘେନି,
କେତେ ଦୂରେ ଚାନ୍ଦ କେତେ ଦୂରେ କୁମୁଦିନୀ,
ପ୍ରୀତି ଅଭେଦ ତାଙ୍କର,
ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର।।

02/09/2025

#ଓଡିଆ #ପାଲା #ଓଡ଼ିଆପାଲା

29/07/2025

Address

Bhubaneswar Smart City Limited, 5th Floor, BMC-ICOMC Tower, Unit -9,Bhoi Nagar,
Bhubaneswar
751022

Website

Alerts

Be the first to know and let us send you an email when Odia Diaries posts news and promotions. Your email address will not be used for any other purpose, and you can unsubscribe at any time.

Share