Kaibalyatv

Kaibalyatv hello please watch my page kaibalyatv

ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ଆୟୋଜନ କରିବାକୁ ଯାଉଛି ସମ୍ୱର୍ଦ୍ଧିତ ପ୍ରତିଭା ସମ୍ମାନ। ସାରା ଓଡ଼ିଶାର ଗର୍ବ ଓ ଗୌରବ ଆମ୍ଭ ଅନୁଷ୍ଠାନର ଛାତ୍ର ...
23/02/2023

ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟ ଆୟୋଜନ କରିବାକୁ ଯାଉଛି ସମ୍ୱର୍ଦ୍ଧିତ ପ୍ରତିଭା ସମ୍ମାନ। ସାରା ଓଡ଼ିଶାର ଗର୍ବ ଓ ଗୌରବ ଆମ୍ଭ ଅନୁଷ୍ଠାନର ଛାତ୍ର ଓଡ଼ିଶୀ ନୃତ୍ୟଶିଳ୍ପୀ ସାଇ ସୌମ୍ୟକାନ୍ତ, ପ୍ରାର୍ଥନା ଚ୍ୟାନେଲ ଦ୍ବାରା ପ୍ରସାରିତ ପ୍ରାର୍ଥନା ପ୍ରତିଭା କାର୍ଯ୍ୟକ୍ରମରେ ଫାଇନାଲ ରାଉଣ୍ଡର ଉଇନର୍ ହୋଇ ଅନୁଷ୍ଠାନର ଟେକ ରଖିଛନ୍ତି । ତାଙ୍କୁ ଅନୁଷ୍ଠାନ ତରଫରୁ ଆସନ୍ତା 25.02.2023 ରିଖ ଶନିବାର ସନ୍ଧ୍ୟା 6.30 ସମୟରେ ବୋଲଗଡ଼ ଟାଉନ ହଲ ରାମଚଣ୍ଡୀ ରଙ୍ଗମଞ୍ଚରେ ସମ୍ୱର୍ଦ୍ଧନା କରାଯିବ।

ଖୋର୍ଦ୍ଧା, ମଳିପଡ଼ା ହାଡ଼ପଦା ଠାରେ ଏକ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଭଜନ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରବି ମହାପାତ୍ର...
20/02/2023

ଖୋର୍ଦ୍ଧା, ମଳିପଡ଼ା ହାଡ଼ପଦା ଠାରେ ଏକ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଭଜନ କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ରବି ମହାପାତ୍ରଙ୍କ ସହିତ କିଛି ମୁହୁର୍ତ୍ତ.......

ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର ଆମ ପରିବାରର ବଣଭୋଜି କାର୍ଯ୍ୟକ୍ରମ ମାଁ ଭୁଇଁଆଣୀଙ୍କ ପିଠରେ ତା 22.01.2023 ରିଖ ରବିବାର ଦିନ ଅନୁଷ୍ଠିତ ହୋଇଥ...
23/01/2023

ବଂଶୀଧର ସଙ୍ଗୀତ ମହାବିଦ୍ୟାଳୟର ଆମ ପରିବାରର ବଣଭୋଜି କାର୍ଯ୍ୟକ୍ରମ ମାଁ ଭୁଇଁଆଣୀଙ୍କ ପିଠରେ ତା 22.01.2023 ରିଖ ରବିବାର ଦିନ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, କର୍ମଚାରୀ ତଥା ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ବଣଭୋଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋଜନ ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ଖ୍ୟାତନାମା ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ଗୁରୁ ସୁବାସ ଦାସଙ...
07/11/2022

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୋଜନ ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ଖ୍ୟାତନାମା ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ଗୁରୁ ସୁବାସ ଦାସଙ୍କ ସହିତ କିଛି ମୁହୁର୍ତ୍ତ......

15/10/2022

Address

Khordha

Telephone

+19348137673

Website

Alerts

Be the first to know and let us send you an email when Kaibalyatv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Kaibalyatv:

Share