Subha Photography

Subha Photography “Taking an image, freezing a moment, reveals how rich reality truly is.”
Photographed with:
REDMI NOTE 8 PRO CAMERA

ଆମ ଓଡ଼ିଆଙ୍କ ପାଇଁ ବରା କେବଳ ଏକ ଜଳଖିଆ ନୁହେଁ, ଏହା ଏକ ଆବେଗ! ସକାଳର ଘୁଗୁନି-ବରା ହେଉ କିମ୍ବା ପଖାଳ କଂସା ସହ ମୁଡ଼ମୁଡ଼ିଆ ବରା, ଏହାର ସ୍ୱ...
07/04/2026

ଆମ ଓଡ଼ିଆଙ୍କ ପାଇଁ ବରା କେବଳ ଏକ ଜଳଖିଆ ନୁହେଁ, ଏହା ଏକ ଆବେଗ! ସକାଳର ଘୁଗୁନି-ବରା ହେଉ କିମ୍ବା ପଖାଳ କଂସା ସହ ମୁଡ଼ମୁଡ଼ିଆ ବରା, ଏହାର ସ୍ୱାଦ ସବୁଠୁ ନିଆରା।

ବେଞ୍ଚ୍ ଉପରେ ମହାପ୍ରଭୁ... ଶେଷ ଧାଡ଼ିର ଏକ ନିଆରା କଳାକୃତିମନେ ପଡ଼ିଯାଏ ନିଜ ସ୍କୁଲ ଦିନ... ଯେତେବେଳେ ଖାତା ପୃଷ୍ଠା ଅପେକ୍ଷା ବେଞ୍ଚ୍ କାଠ ...
06/04/2026

ବେଞ୍ଚ୍ ଉପରେ ମହାପ୍ରଭୁ... ଶେଷ ଧାଡ଼ିର ଏକ ନିଆରା କଳାକୃତି
ମନେ ପଡ଼ିଯାଏ ନିଜ ସ୍କୁଲ ଦିନ... ଯେତେବେଳେ ଖାତା ପୃଷ୍ଠା ଅପେକ୍ଷା ବେଞ୍ଚ୍ କାଠ ଉପରେ କିଛି ଆଙ୍କିବାରେ ବେଶି ଆନନ୍ଦ ମିଳୁଥିଲା। ଆଜି ମୋ କ୍ଲାସର ଏହି ଦୃଶ୍ୟଟି ମୋତେ ପୁଣି ସେହି ପଛ ବେଞ୍ଚର ଦୁନିଆକୁ ନେଇଗଲା।

05/04/2026

Every Odia remembers ମା ର ବିରି ବରା...
Garam garam, simple, authentic - straight from
home

ଏଇ taste କୁ ତୁମେ ଭି miss କରୁଛନ୍ତି କି ?

02/04/2026

❣️

"ଆମେ ଓଡ଼ିଆ, ଆମ ପଖାଳ ଭାରି ବଢ଼ିଆ! ୨୦ ମାର୍ଚ୍ଚ - ପଖାଳ ଦିବସ।""କଂସାଏ ପଖାଳ, ଟୋପେ ତୋରାଣି, ସାଙ୍ଗକୁ ବଡ଼ି ଚୁରା ଆଉ ଆଳୁ ଭରତା... ଏତିକି...
20/03/2026

"ଆମେ ଓଡ଼ିଆ, ଆମ ପଖାଳ ଭାରି ବଢ଼ିଆ! ୨୦ ମାର୍ଚ୍ଚ - ପଖାଳ ଦିବସ।"

"କଂସାଏ ପଖାଳ, ଟୋପେ ତୋରାଣି, ସାଙ୍ଗକୁ ବଡ଼ି ଚୁରା ଆଉ ଆଳୁ ଭରତା... ଏତିକି ମିଳିଗଲେ ଜଣେ ଓଡ଼ିଆ ପାଇଁ ସ୍ୱର୍ଗ ସୁଖ ବି ଫିକା।"
​ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରାଯାଉଥିବା 'ଟଙ୍କ ତୋରାଣି'ରୁ ଆରମ୍ଭ କରି ପ୍ରତିଟି ଓଡ଼ିଆଙ୍କ ଘର ପର୍ଯ୍ୟନ୍ତ, ପଖାଳ ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ଗ୍ରୀଷ୍ମର ପ୍ରଖର ତାପରୁ ଶରୀରକୁ ଶାନ୍ତି ଦେଉଥିବା ଏହି ଅମୃତ ତୁଲ୍ୟ ଖାଦ୍ୟକୁ ଆଜି ସାରା ବିଶ୍ୱ ଆଦରି ନେଇଛି।
​POV: ମୁଁ ଓଡ଼ିଆ ବୋଲି କହିବା ଦରକାର ନାହିଁ, ମୋ କଂସାଏ ପଖାଳ ହିଁ ମୋର ପରିଚୟ! 🍚

Water Rice ନୁହେଁ, ଏଇଟା ଆମ ଖାଣ୍ଟି ଓଡ଼ିଆ "ପଖାଳ"! 🍚 ଗରମ ଦିନରେ ଆଳୁପୋଡ଼ା ଆଉ ଆମ୍ବୁଲ ପାଣିର ଝୋଳ ସାଙ୍ଗକୁ ପଖାଳ କଂସାଏ ହେଲେ ମନ ଶୀତଳ ...
20/03/2026

Water Rice ନୁହେଁ, ଏଇଟା ଆମ ଖାଣ୍ଟି ଓଡ଼ିଆ "ପଖାଳ"! 🍚 ଗରମ ଦିନରେ ଆଳୁପୋଡ଼ା ଆଉ ଆମ୍ବୁଲ ପାଣିର ଝୋଳ ସାଙ୍ଗକୁ ପଖାଳ କଂସାଏ ହେଲେ ମନ ଶୀତଳ ହୋଇଯାଏ। 😋
​ଉତ୍କଳର ଏଇ ଜାତୀୟ ଖାଦ୍ୟ ସହ କେହି କ’ଣ ସମତୁଲ ହୋଇପାରିବେ?

Address

Athagarh

Website

Alerts

Be the first to know and let us send you an email when Subha Photography posts news and promotions. Your email address will not be used for any other purpose, and you can unsubscribe at any time.

Share

Category