15/08/2023
ରକ୍ତ ଦାନ ସହିତ ରକ୍ତ କଣିକା ଦାନ
ରକ୍ତଦାନ ର ବିରଳ ରୂପ ହେଲେ ସମାଜ ସେବା ର ମୁକୁଟ ବିହୀନ ସମ୍ରାଟ ଲଳିତ ନାୟକ।
ଆଜି ବିକାଶ ମେଡ଼ିକାଲ ରେ ଚିକ୍ତସା ହଉଥିବା ଜଣେ ହୃଦୟ ରୋଗୀ କୁ Ab+ ରକ୍ତ ଦାନ ସହିତ ରକ୍ତ କଣିକା ଦାନ କଲେ ଆମ ଅନୁଷ୍ଠାନ ର ଅଧ୍ୟକ୍ଷ ଦୀପକ କୁମାର ନାୟକ ଏବଂ ସଦସ୍ୟ ସୁରଚ ସ୍ୱାଇଁ ଏହି ଦାନ କରି ଏକ ଅମୁଲ୍ୟ ଜୀବନ ବଞ୍ଚାଇ ଥିବା ରୁ ତାଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ
ରକ୍ତ ଦାନ ମହତ ଦାନ