Ujjala samaj youth organization

Ujjala samaj youth organization ମାନବ ସେବା ହିଁ ମାଧବ ସେବା

20/02/2022

ଆମ ସ୍ବେଛାସେବୀ ସଂଗଠନ ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ....

ଆମ ଉଜ୍ଜଳ ସମାଜ ୟୁଥ ଅର୍ଗାନିଜ଼ଏସନ ତରଫରୁ ନବ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଓ ଶୁଭକାମନା..ଯେଉଁ ଭଳି 2021 ସାରା ବିଶ୍ୱ କୁ ଦୁଃଖ ...
31/12/2021

ଆମ ଉଜ୍ଜଳ ସମାଜ ୟୁଥ ଅର୍ଗାନିଜ଼ଏସନ ତରଫରୁ ନବ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଓ ଶୁଭକାମନା..ଯେଉଁ ଭଳି 2021 ସାରା ବିଶ୍ୱ କୁ ଦୁଃଖ କଷ୍ଟ ଦେଇଛି ଆଗାମୀ କୌଣସି ବର୍ଷ ଏମିତି ଦୁଃଖ କଷ୍ଟ ନ ଦେଉ ସମସ୍ତେ ସୁଖ ରେ ଜୀବନ ଅତିବାହିତ କରନ୍ତୁ ଓ ଖୁସି ରେ ରୁହନ୍ତୁ ଓ 2022 ସମସ୍ତ ଙ୍କ ଜୀବନ ରେ ରଙ୍ଗ ଭରି ଦେଉ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା.

ଭାରତ ମାତା ଜଣେ ବୀର ସୁପୁତ୍ରଙ୍କୁ ହରାଇଲା।ସେନାମୁଖ୍ୟ ବିପିନ ରାୱତଙ୍କ ଏକ ବିମାନ ଦୁଃର୍ଘଟଣାରେ ଧର୍ମପତ୍ନୀଙ୍କ ସହ ୧୧ଜଣଙ୍କ ତାମିଲନାଡୁର କୁନ...
08/12/2021

ଭାରତ ମାତା ଜଣେ ବୀର ସୁପୁତ୍ରଙ୍କୁ ହରାଇଲା।ସେନାମୁଖ୍ୟ ବିପିନ ରାୱତଙ୍କ ଏକ ବିମାନ ଦୁଃର୍ଘଟଣାରେ ଧର୍ମପତ୍ନୀଙ୍କ ସହ ୧୧ଜଣଙ୍କ ତାମିଲନାଡୁର କୁନ୍ନୁର(ୱେଲିଙ୍ଗଟନ)ରେ ମୃତ୍ୟୁ।ପ୍ରଖର ଦେଶଭକ୍ତ ଶ୍ରୀ ରାୱତ ଉତ୍ତରାଖଣ୍ଡ ର ଏକ ସାଧାରଣ ଚାଷୀ ପରିବାରରୁ ଆସି ଦେଶର ପ୍ରଥମ ସେନାମୁଖ୍ୟ ହୋଇଥିଲେ।ସେନାରେ ସଂସ୍କାର,ପାକିସ୍ତାନ ଓ ମାୟମାର ସୀମାରେ ସର୍ଜିକାଲ ଷ୍ଟ୍ରାଇକ ରେ ତାଙ୍କର ମୁଖ୍ୟ ଭୂମିକା ଥିଲା।ସମସ୍ତ ଦିବଂଗତ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।ଜୟ ଜଗନ୍ନାଥ।ଜୟ ହିନ୍ଦ୍।

13/11/2021
12/11/2021

ଉଜ୍ଜଳ ସମାଜ ୟୁଥ ଅର୍ଗାନାଇଜ଼ଏସନ ତରଫରୁ ବସ୍ତା ନିର୍ବାଚନ ମଣ୍ଡଳୀ ର ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦା ଗ୍ରାମ ପଂଚାୟତ ରେ ଆମ ଉଜ୍ଜଳ ସମାଜ ର ର ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱ ରେ ଉପରତlପଣ୍ଡା ଗାନ୍ଧୀ ଛକ ବସ୍ତି ଅଙ୍ଗନବାଡି ର ସମସ୍ତ ପିଲାମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ.ଉକ୍ତ କାର୍ଯ୍ୟକ୍ରମ କୁ ସଂଗଠନ ର କାର୍ଯ୍ୟକାରୀ ସମ୍ପାଦକ ସୁବ୍ରତ ସେନାପତି ପରିଚାଳନା କରିବା ସହ ସଂଗଠନ ର ସଦସ୍ୟ -ନିରଞ୍ଜନ କୁଆଁର. ଅଝର ସେକ.ଜୟରାମ ଦଳାଇ. ସଲିମ ଅକ୍ଟlର. ଆଦିକନ୍ଦ ଦଳାଇ. ମୃତୁଞ୍ଜଇ ଦଳାଇ.ସେକ ସଫି ରୁଦ୍ଧି. ଗୋପାଳ ଜେନା.ପପୁ ରାଉଳ ଇତ୍ୟାଦି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରେଇଥିଲେ...

07/11/2021

ଆମ ସହ ଯୋଡ଼ି ହେବା ପାଇଁ ଆମ page କୁ like share କରନ୍ତୁ...

04/11/2021

ପବିତ୍ର #ଦୀପାବଳି ଅବସରରେ #ଆମ #ଉଜ୍ଜଳ #ସମାଜ #ୟୁଥ #ଅର୍ଗାନାଇଜ଼ଏସନ ତରଫରୁ #ବସ୍ତା ନିର୍ବାଚନ ମଣ୍ଡଳୀ ର ବସ୍ତା ବ୍ଲକ ଅନ୍ତର୍ଗତ #କୁଡ଼ିଆ #ଗ୍ରାମ #ପଂଚାୟତ ରେ ସଂଗଠନ ର #ସଭାପତି ତଥା ଯୁବ ସମାଜ ସେବି #ସୁଶାନ୍ତ #ବେହେରାଙ୍କ ନେତୃତ୍ୱ ରେ #କୁଡ଼ିଆ #ଆଦିବାସୀ ସାହି ରେ ଗରିବ ଅସହାୟ ପିଲାମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ. ଉକ୍ତ ଆଦିବାସୀ ପିଲା ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରେଇବା ସହ ଆଗାମୀ ଦିନ ମାନଙ୍କ ରେ ଯଦି ଶିକ୍ଷା ଗ୍ରହଣ ରେ କିଛି ବାଧା ସୃଷ୍ଟି ହୁଏ ତେବେ ସଂଗଠନ ତରଫରୁ ସେ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି. ଉକ୍ତ କାର୍ଯ୍ୟକ୍ରମ କୁ ସଂଗଠନ ର #କାର୍ଯ୍ୟକାରୀ #ସମ୍ପାଦକ #ସୁବ୍ରତ #ସେନାପତି ପରିଚାଳନା କରିବା ସହ ସଂଗଠନ ର ସଦସ୍ୟ - #ନିରଞ୍ଜନ #କୁଆଁର. ପପୁ ରାଉଳ. ଜୟରାମ ଦଳାଇ. #ସଲିମ ଅକ୍ଟlର. #ଅଜହାର ଶୈକ. #ଆଦିକନ୍ଦ ଦଳାଇ. #ମୃତୁଞ୍ଜଇ ଦଳାଇ. #ସେକ ସଫି ରୁଦ୍ଧି. #ଗୋପାଳ ଜେନା.ଇତ୍ୟାଦି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରେଇଥିଲେ...

16/10/2021

ଆଜି ଆମ #ଉଜ୍ଜଳ-ସମାଜ-ୟୁଥ ଅର୍ଗାନାଇଜେସନ ତରଫରୁ ସଂଗଠନ ର ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱ ରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗ୍ରାମ ର ତ୍ରିଲୋଚନ ଦଳାଇ ଙ୍କ ,ମାଆ ଦ୍ରୌପଦୀ ଦଳାଇ ଙ୍କର ଏକ ମାତ୍ର ପୁତ୍ର ସନ୍ତୋଷ ଦଳେଇ ଙ୍କ ଦେହ ଖରାପ ଶୁଣି ଆମ ସଂଗଠନ ତରଫରୁ -ମାନସ ମାହାନ୍ତି.ନିରଞ୍ଜନ କୁଆଁର. ସୁବ୍ରତ ସେନାପତି. ଜୟରାମ ଦଳାଇ. କପିଳାସ ନାୟକ. ପପୁ ରାଉଳ. ତାପସ ଖଟୁଆ. ଚାରୁଚନ୍ଦ୍ର ହଟେଇ.ବିଭୁ ପ୍ରସାଦ ନାୟକ.ଶାନ୍ତନୁ ନାୟକ. ବିନୋଦ ସାହୁ.ସୁଧାଂଶୁ ଶୋ. ଉମାକାନ୍ତ ଦାସ. ବାଣ୍ଟି ଇତ୍ୟାଦି ସଦସ୍ୟ ଙ୍କ ସହାୟତା ରେ ଉକ୍ତ ପରିବାର କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କ ବାପା ମାଆ ଙ୍କୁ ଶାନ୍ତନା ପ୍ରଦାନ କଲୁ. ଦୃଭାଗ୍ୟ ର କଥା ଏତିକି ସମୟ ରେ ଏକ ଖବର ଆସିଲl ସେ ଆଉ ଆମ ଗହଣରେ ନାହାନ୍ତି, ଭଗବାନ ତାଙ୍କର ଅମର ଆତ୍ମା କୁ ସଦ ଗତି ଦିଅନ୍ତୁ। ବିଧିର ବିଧାନ ଆଜି ୧୦.୩୦ରେ ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲ ରେ ତାଙ୍କର ଦେହାନ୍ତ ହେଲା।

15/10/2021

ଆଜି ଆମ #ଉଜ୍ଜଳ-ସମାଜ-ୟୁଥ ଅର୍ଗାନାଇଜେସନ ତରଫରୁ ସଂଗଠନ ର ସଭାପତି ସୁଶାନ୍ତ ବେହେରାଙ୍କ ନେତୃତ୍ୱ ରେ ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗ୍ରାମ ର ତ୍ରିଲୋଚନ ଦଳାଇ ଙ୍କ ,ମାଆ ଦ୍ରୌପଦୀ ଦଳାଇ ଙ୍କର ଏକ ମାତ୍ର ପୁତ୍ର ସନ୍ତୋଷ ଦଳେଇ ଙ୍କ ଦେହ ଖରାପ ଶୁଣି ଆମ ସଂଗଠନ ତରଫରୁ -ମାନସ ମାହାନ୍ତି.ନିରଞ୍ଜନ କୁଆଁର. ସୁବ୍ରତ ସେନାପତି. ଜୟରାମ ଦଳାଇ. କପିଳାସ ନାୟକ. ପପୁ ରାଉଳ. ତାପସ ଖଟୁଆ. ଚାରୁଚନ୍ଦ୍ର ହଟେଇ.ବିଭୁ ପ୍ରସାଦ ନାୟକ.ଶାନ୍ତନୁ ନାୟକ. ବିନୋଦ ସାହୁ.ସୁଧାଂଶୁ ଶୋ. ଉମାକାନ୍ତ ଦାସ. ବାଣ୍ଟି ଇତ୍ୟାଦି ସଦସ୍ୟ ଙ୍କ ସହାୟତା ରେ ଉକ୍ତ ପରିବାର କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କ ବାପା ମାଆ ଙ୍କୁ ଶାନ୍ତନା ପ୍ରଦାନ କଲୁ. ଦୃଭାଗ୍ୟ ର କଥା ଏତିକି ସମୟ ରେ ଏକ ଖବର ଆସିଲl ସେ ଆଉ ଆମ ଗହଣରେ ନାହାନ୍ତି, ଭଗବାନ ତାଙ୍କର ଅମର ଆତ୍ମା କୁ ସଦ ଗତି ଦିଅନ୍ତୁ। ବିଧିର ବିଧାନ ଆଜି ୧୦.୩୦ରେ ହାଇଦ୍ରାବାଦ ଗାନ୍ଧୀ ହସ୍ପିଟାଲ ରେ ତାଙ୍କର ଦେହାନ୍ତ ହେଲା।ଭଗବାନ ଏମିତି ଦୁଃଖ କାହାକୁ ନ ଦିଅନ୍ତୁ..

Address

Balasore

Website

Alerts

Be the first to know and let us send you an email when Ujjala samaj youth organization posts news and promotions. Your email address will not be used for any other purpose, and you can unsubscribe at any time.

Share

Category