Na Dekhar Chaneal

Na Dekhar Chaneal photographer and riter

19/11/2025

ଦୁଃଖ୍ ରୁଖ୍ ହେଲେଁ ଉପର୍ ବାଲା ସଙ୍ଗେଁ
ତଲେଁ ଦାକତର୍ ଦେଖ
ଉପର୍ ବାଲା କେଲା ଖାଏସି
ଇନ ପଏସା ତଲି ବାଲା

18/11/2025
16/11/2025

ଇ ଥୁଁବି ସୁନ୍ଦର୍ ସରଗ୍ କାଏଁ
କେ ଜାଇ ଦେଖି ଫିରିଛ
ପାପ୍ କରି ମୁଇଁ ଇନେଁ ରହେମି
ତୁମେ କାଣା ଭାବୁଛ

15/11/2025

ପୁଡାଲା ମୁନୁଷ୍ କୁହୁଲା ହେଇ
ଖରାପ଼ କରବା ଆକାସ୍
ତୁପଲା ମୁନୁଷ୍ ମାଏଟ୍ ଢିପା
ଖତ୍ ହେଇ ଗଛ୍ ଝକାସ୍

13/11/2025

# ନ ଦେଖେଲାର୍ ଦୁକାନ୍ #

12/11/2025

ଗଛ୍ ଗୁଟେ ଲାଗିଁ ଏତକି ବାଦଲ ନାଇଁ ତ ବୁନ୍ଦେ ପାଏନ୍
ଫଟୁ ହେବାକେ ଦେଖେଇ ହେଉଛେ ଜାହିଁ ଦେଖ ଠାନ୍ ଠାନ୍

09/11/2025

#ଆସ ଜୁଡମା ଭାଙ୍ଗଲା ଘର୍ #

08/11/2025

#ଇତିଶ୍ରୀ କର କିର୍ତନ #

07/11/2025

ସୁନ୍ଦର୍ ଦେଖି ଭମର୍ ଆଏସି କିଁ ଭୁକେଁ ଥିସି ଭମର୍
ତାର୍ ପଛା ପୋଚ୍ ପରଜା ପତି
କେତେ ମାର୍ ମରଦନ୍ ତାକର୍

Address

At-Achhadapali-PoBarpadar
Bargarh
LUHAKHANNDI

Website

Alerts

Be the first to know and let us send you an email when Na Dekhar Chaneal posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category