DIBYA

DIBYA Contact information, map and directions, contact form, opening hours, services, ratings, photos, videos and announcements from DIBYA, Photographer, Bhadrak.

ଜଗାର ଯାଦୁଗରୀ ସ୍ପର୍ଶ ଆଉ ନିର୍ଦ୍ଦେଶରେ ଆଜି ଝଟକୁଛି ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ 🙏
14/01/2024

ଜଗାର ଯାଦୁଗରୀ ସ୍ପର୍ଶ ଆଉ ନିର୍ଦ୍ଦେଶରେ ଆଜି ଝଟକୁଛି ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ 🙏

ଅନୁସନ୍ଧାନ କରନ୍ତୁ କେବେ ଓ କେଉଁଦିନ ଲୁଣିଆ ମେଳନପଡ଼ିଆ ଠାରେ ପରିବେଷଣ କରିବ ହାଇବଜେଟ ଯାତ୍ରା ଦୁର୍ଗାମନ୍ଦିର...
11/09/2023

ଅନୁସନ୍ଧାନ କରନ୍ତୁ କେବେ ଓ କେଉଁଦିନ ଲୁଣିଆ ମେଳନପଡ଼ିଆ ଠାରେ ପରିବେଷଣ କରିବ ହାଇବଜେଟ ଯାତ୍ରା ଦୁର୍ଗାମନ୍ଦିର...

 #ସମସ୍ତଙ୍କୁ_ବିଶ୍ୱାସ_କର            #କିନ୍ତୁ_ସତର୍କତାର_ସହିତ  #କାହିଁକିନା_କେବେ_କେବେ                 #ନିଜର_ଦାନ୍ତ_ବି  #ଜିଭକୁ_କାମ...
18/08/2023

#ସମସ୍ତଙ୍କୁ_ବିଶ୍ୱାସ_କର
#କିନ୍ତୁ_ସତର୍କତାର_ସହିତ
#କାହିଁକିନା_କେବେ_କେବେ
#ନିଜର_ଦାନ୍ତ_ବି
#ଜିଭକୁ_କାମୁଡି_ଥାଏ ।।।

କାନ୍ଧର ଶକ୍ତି ଠାରୁ ମୁଣ୍ଡ ଉପରେ ଥିବା ଆଶୀର୍ବାଦ ଭରା ହାତ ସର୍ବଦା ଶକ୍ତିଶାଳୀ, ପ୍ରଣାମ ପ୍ରତ୍ୟେକ ମା' ମାନଙ୍କୁ...🙏🏻
10/08/2023

କାନ୍ଧର ଶକ୍ତି ଠାରୁ ମୁଣ୍ଡ ଉପରେ ଥିବା ଆଶୀର୍ବାଦ ଭରା ହାତ ସର୍ବଦା ଶକ୍ତିଶାଳୀ, ପ୍ରଣାମ ପ୍ରତ୍ୟେକ ମା' ମାନଙ୍କୁ...🙏🏻

ଅଶୋକ କୁମାର ନାୟକ... ଏକ ସଶ୍ରଦ୍ଧ ଉଚ୍ଚାରଣ,ଅନନ୍ୟ ଆକର୍ଷଣ ଏବଂ ନିଆରା ବ୍ୟକ୍ତିତ୍ୱ'ର ପରିପ୍ରକାଶ। ଯୁବବସ୍ତାରୁ ରାଜନୀତି ପ୍ରତି ତାଙ୍କର ଆଗ୍...
01/08/2023

ଅଶୋକ କୁମାର ନାୟକ... ଏକ ସଶ୍ରଦ୍ଧ ଉଚ୍ଚାରଣ,ଅନନ୍ୟ ଆକର୍ଷଣ ଏବଂ ନିଆରା ବ୍ୟକ୍ତିତ୍ୱ'ର ପରିପ୍ରକାଶ। ଯୁବବସ୍ତାରୁ ରାଜନୀତି ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ଆଜିର ଦିନରେ ଭଦ୍ରକ ଜିଲ୍ଲାରେ ଜଣେ ସଫଳ ଜନନେତାର ସ୍ୱୀକୃତି ଆଣିଦେଇଛି।ଧାମନଗର ପଂଚାୟତ ସମିତିର ତିନି ଥର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରି ସାଧାରଣ ମଣିଷର ସାଥୀ ସାଜିଛନ୍ତି ସେ... ସାମାଜିକ କାର୍ଯ୍ୟ ପ୍ରତି ସମର୍ପିତ ଆଦରଣୀୟ ଅଶୋକ ନାୟକଙ୍କ ଜନ୍ମ ତିଥୀରେ ତାଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଉଛି।ପରଂବ୍ରହ୍ମଙ୍କ କୃପାରୁ ବୁବୁନ ଭାଈଙ୍କ ରାଜନୈତିକ ଜୀବନ ଆହୁରି ଯଶମୟ ହେଉ, ଏହାହିଁ ଆଜିର କାମନା....

କଟସାହି ଗ୍ରାମପଞ୍ଚାୟତ ର ବିଜୁ ଯୁବ ଜନତା ଦଳର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ( ମଣ୍ଟୁ) ଭାଇ ଓ ଆଇଟି ସଂଯୋଜକ ନୀଳକଣ୍ଠ ସାମନ୍ତ ଙ୍କୁ ନୂତନ ଭ...
18/07/2023

କଟସାହି ଗ୍ରାମପଞ୍ଚାୟତ ର ବିଜୁ ଯୁବ ଜନତା ଦଳର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି ( ମଣ୍ଟୁ) ଭାଇ ଓ ଆଇଟି ସଂଯୋଜକ ନୀଳକଣ୍ଠ ସାମନ୍ତ ଙ୍କୁ ନୂତନ ଭାବରେ ଦାୟିତ୍ୱ ପାଇଥିବାରୁ ମୋ ତରଫରୁ ଏବଂ କଟସାହି ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।🎉💐🎉

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା,ଚାନ୍ଦବାଲିର ନବ ନିର୍ମାତା, ଦୁଃଖୀ ଗରିବଙ୍କ ଆଶା ଓ ବିଶ୍ବାସ,ଆମ ରାଜନୈତିକ ମାର୍ଗଦର୍ଶକ ବିଜୁ ଯୁବ ଜ...
02/07/2023

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା,ଚାନ୍ଦବାଲିର ନବ ନିର୍ମାତା, ଦୁଃଖୀ ଗରିବଙ୍କ ଆଶା ଓ ବିଶ୍ବାସ,ଆମ ରାଜନୈତିକ ମାର୍ଗଦର୍ଶକ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନ୍ୟବର ବିଧାୟକ ଚାନ୍ଦବାଲି ବଡଭାଇ DrByomakesh Ray ଙ୍କୁ ଶୁଭ ଜନ୍ମଦିବସ ଏବଂ ବିବାହ ବାର୍ଷିକ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ସ୍ନେହଭରା ଶୁଭେଚ୍ଛା। ବାବା ଆଖଣ୍ଡଳମଣିଙ୍କ କୃପାରୁ ଆଗକୁ ଆଗକୁ ଉନ୍ନତିର ପଥେ ଅଗ୍ରସର ହୁଅ ଏବଂ ଯୁବକମାନଙ୍କ ମାର୍ଗଦର୍ଶକ ।

ମୋର ବଡ଼ ଭାଇ ପ୍ରକାଶ କୁମାର କେଶ (ବାପୁ )ଙ୍କୁ ଭଦ୍ରକ ଜିଲ୍ଲା ଯୁବ ବିଜେଡି ର ନୂତନ ଉପ ସଭାପତି ଭାବେ ଦାୟିତ୍ୱ ଅର୍ପଣ କରିଥିବାରୁ ଆମ ବ୍ଲକ ନ...
01/07/2023

ମୋର ବଡ଼ ଭାଇ ପ୍ରକାଶ କୁମାର କେଶ (ବାପୁ )ଙ୍କୁ ଭଦ୍ରକ ଜିଲ୍ଲା ଯୁବ ବିଜେଡି ର ନୂତନ ଉପ ସଭାପତି ଭାବେ ଦାୟିତ୍ୱ ଅର୍ପଣ କରିଥିବାରୁ ଆମ ବ୍ଲକ ନେତୃତ୍ୱ ଓ ବିଜୁ ଯୁବ ଜନତା ଦଳର ଜ଼ିଲ୍ଲା ସଭାପତି ମୁକୁନ୍ଦଦେବ ସାମଲ ପୁଅ ଭାଇ ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି !


ରଥ ଉପରେ ଆଜି ମହଣ ମହଣ ସୁନା ସହ 'ରାଜ ରାଜେଶ୍ବର ବେଶ' ରେ ଦର୍ଶନ ଦେବେ ମହାପ୍ରଭୁ । ସୁନାବେଶରେ ଆଜି ଝଟକିବେ ତିନି ଠାକୁର । ଶ୍ରୀଜୀଉଙ୍କ ପବି...
29/06/2023

ରଥ ଉପରେ ଆଜି ମହଣ ମହଣ ସୁନା ସହ 'ରାଜ ରାଜେଶ୍ବର ବେଶ' ରେ ଦର୍ଶନ ଦେବେ ମହାପ୍ରଭୁ । ସୁନାବେଶରେ ଆଜି ଝଟକିବେ ତିନି ଠାକୁର । ଶ୍ରୀଜୀଉଙ୍କ ପବିତ୍ର #ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପାର କରୁଣା ବର୍ଷାରେ ଏ ସଂସାରର ସକଳ ମଙ୍ଗଳ ସାଧନ ହେଉ ।
ଜୟ ଜଗନ୍ନାଥ 🙏


Happy Married lifeChiku & Lipun
29/06/2023

Happy Married life
Chiku & Lipun

ଶାସନ ନୁହେଁ ସେବା ହିଁ ଧର୍ମ। ଉନ୍ନତି ଓ ଉତ୍କର୍ଷତାର 'ନବୀନ' ଅଧ୍ୟାୟ।
29/06/2023

ଶାସନ ନୁହେଁ ସେବା ହିଁ ଧର୍ମ। ଉନ୍ନତି ଓ ଉତ୍କର୍ଷତାର 'ନବୀନ' ଅଧ୍ୟାୟ।



24/03/2023

Address

Bhadrak
756100

Website

Alerts

Be the first to know and let us send you an email when DIBYA posts news and promotions. Your email address will not be used for any other purpose, and you can unsubscribe at any time.

Share

Category