15/08/2026
🇮🇳 ମୋ ଦେଶ… ମୋ ଗର୍ବ… ମୋ ଦାୟିତ୍ୱ। ❤️
ମୁଁ ଛୋଟ…
କିନ୍ତୁ ମୋ ଦେଶ ପାଇଁ ମୋ ଦାୟିତ୍ୱ ଛୋଟ ନୁହେଁ। 🇮🇳
ସ୍ୱାଧୀନତା କେବଳ ଅଗଷ୍ଟ ୧୫ର ଗୋଟିଏ ଦିନ ନୁହେଁ…
ଏହା ପ୍ରତିଦିନ ଆମେ ଦେଶ ପାଇଁ କରୁଥିବା ଛୋଟ ଛୋଟ ଭଲ କାମର ନାଁ। ❤️
ଆଜିର ଛୋଟ ପିଲା…
କାଲିର ଭାରତର ଭବିଷ୍ୟତ। 🇮🇳✨
ଏ ମାଟି ମୋର…
ଏ ଦେଶ ମୋର…
ଆଉ ଏହାର ଭବିଷ୍ୟତ — ଆମର। ❤️
🇮🇳 ଜୟ ହିନ୍ଦ୍ 🇮🇳
DeshBhakti ProudIndian IndianFlag OdiaReels OdiaCreator OdiaContent CinematicReel ShortFilm PatrioticReel India Freedom VandeMataram