12/07/2026
#ବେଣ୍ଟକାର_ଗୋଷ୍ଠୀ_ସ୍ୱାସ୍ଥ୍ୟ_କେନ୍ଦ୍ର ପ୍ରାଙ୍ଗଣ ରେ
#ସୁଭଦ୍ରା_ଶକ୍ତି_କାଫେ ର #ଶୁଭାରମ୍ଭ ହୋଇଯାଇଛି #ବିଧାୟକ_ଇଂ_ପ୍ରକାଶ_ଚନ୍ଦ୍ର_ସେଠୀ #ମୁଖ୍_ଅତିଥି ରୂପେ ଯୋଗଦେଇ #ଉଦଘାଟନ କରିଥିଲେ #ବ୍ଲକ_ଅଧିକାରୀ #ପ୍ରତୀକ_ସାହୁ #ସରପଞ୍ଚ_ଶିବଶଙ୍କର_ମଲ୍ଲିକ, #ସମିତିସଭ୍ୟ_ବିନୋଦ_ବେହେରା ପ୍ରମୁଖ ଉପସ୍ଥିତ ଥିଲେ, ି ର #ମହିଳା ମାନେ ପରିଚାଳନା ଦାୟିତ୍ୱ ରେ ଅଛନ୍ତି, ତେବେ ସୁଲଭ ମୂଲ୍ୟରେ ପ୍ରତ୍ୟହ ଭୋଜନ ମିଳିବାର ସୂଚନା ଦେଇଛନ୍ତି ପରିଚାଳିକା