Alok Photography

Alok Photography Contact information, map and directions, contact form, opening hours, services, ratings, photos, videos and announcements from Alok Photography, Photography Videography, Koraput, OD, India, Koraput.

Telangana Secretariat
29/11/2025

Telangana Secretariat

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍...
17/11/2025

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନେକ ଗୀତରେ କଣ୍ଠଦାନ କରି ବହୁତ କମ ସମୟ ମଧ୍ୟରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ; ସଙ୍ଗୀତ ଜଗତର ଜଣେ ଉଜ୍ଜ୍ୱଳ ତାରକାକୁ ହରାଇଲା । ତାଙ୍କ ସ୍ୱରର ଯାଦୁ ସବୁଦିନ ପାଇଁ ଓଡ଼ିଆ ଶ୍ରୋତାଙ୍କ ମନରେ ଅମର ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଓଁ ଶାନ୍ତି

💔 ହ୍ୟୁମାନ ସାଗର ଙ୍କ ଅକାଳ ଦେହାନ୍ତ ଉପଲକ୍ଷେ ମୋର ଶବ୍ଦ ଖୋଜିବାକୁ ମିଳୁନି…

ମୋର ହୃଦୟ ଫାଟି ଯାଉଛି ବନ୍ଧୁଗଣ…
ଏ କଣ ଶୁଣୁଛି… ନା, ଏ ମିଛ ହୋଇଥିବାକୁ ଲାଗୁଛି…
ସତରେ କି ଆମକୁ ଛାଡ଼ି ଚାଲିଗଲେ?
ହେ ଭଗବାନ୍, ଏ କଣ କଲୁ ଆପଣ…

ଓଡ଼ିଆ ସଙ୍ଗୀତ ଜଗତର ଏକ ଅମୂଲ୍ୟ ରତ୍ନ, ଆମ ହୃଦୟର ସ୍ବର ହ୍ୟୁମାନ ସାଗର ଆଜି ନାହାନ୍ତି—ଏହି କଥା ବିଶ୍ୱାସ କରିବା ଅସମ୍ଭବ।
ତାଙ୍କ ସ୍ବର, ତାଙ୍କ ଭାବନା, ତାକୁ ଜୀବନ ଭରି ମନେ ପଡ଼ିବ।

🙏 ତାଙ୍କ ଆତ୍ମା ସଦ୍ଗତି ଲାଭ କରନ୍ତୁ।
ଯେଉଁଠି ଥିବେ ସେଠି ହସୁଥିବେ, ଗାଉଠିବେ…
ହ୍ୟୁମାନ ସାର୍, ଆପଣ ସଦା ଆମ ମନରେ ଅମର।












22/10/2025


Shout out to my newest followers! Excited to have you onboard! Binaya Mandal, Somnath Chauhan, SK Habib, Muhammad Al Ami...
22/10/2025

Shout out to my newest followers! Excited to have you onboard! Binaya Mandal, Somnath Chauhan, SK Habib, Muhammad Al Amin, Mahammad Sk, Rajmni Mishra, Afuja Khan, Rasid Alam, Sankar Varma, Robin Uddin Talkdar, MD Rimel Rimel, Repson N Marak Napak, Zeba, Resham Singh, Bharmdav Bharmdav Yadav, Babaji Charan Das, Sree Bimol Kimur, Saiful Lslam, MD Rajabul Mq, Phrangki Dkhar, Bibeka Pradhan, Rinku Devi, Valmiki Upadhaya Valmiki Upadhaya, Rafiqul Islam, Tez Singh, Somanr Madkam, Muhammad Irfan Noul, Eseng Marak, Ganesh Chandra Dhada, Sk Shuvo, Josna BiBi, Chandan Yadav, Ajum Mosu, Ghanshyam Kumar, Dhiraj Paswan, Snlilmataprsad Drdar, Arabinda Das, DEVENDRA SINGH, Juhi Khatun

29/08/2025
29/08/2025
26/08/2025

(ଅଧିକ ସେୟାର କରିବାକୁ ନିବେଦନ।)

ଆମ ସାନ ଭାଇ DC Rider ନରେନ୍ଦ୍ର ସାହୁ କାଲିଠାରୁ ନିଖୋଜ ଅଛନ୍ତି। ସେ ଗଞ୍ଜାମ ଟୋକା ରାମ୍ ଫେସବୁକ୍ ବ୍ଲଗର ଶଙ୍କର୍ଷଣ ନାହାକଙ୍କ ସହିତ ଗଞ୍ଜାମ ଓ ଗଜପତି ଜିଲ୍ଲା ସୀମାରେ ଅବସ୍ଥିତ ମହିନ୍ଦ୍ରଗିରି ପର୍ବତ ପାଦଦେଶର ବାରିଆ ପଥର ଜଳପ୍ରପାତରେ ପିକନିକ୍ କରିବାକୁ ଯାଇଥିଲେ।

ପିକନିକ୍ ସ୍ଥଳରେ ସେ ଲେଟିନ୍ ଯିବାକୁ କହି ବାହାରିଥିଲେ, କିନ୍ତୁ ଆଉ ଫେରିନଥିଲେ। ନିକଟସ୍ଥ ଥାନାରେ ଅଭିଯୋଗ ରଜିଷ୍ଟର କରାଯାଇଛି। ଥାନା କର୍ମଚାରୀମାନେ ଓ ସହପାଠୀ ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ସେଠାରୁ କୌଣସି ସୂତ୍ର ମିଳିନାହିଁ।

କେହି ଯଦି ତାଙ୍କ ବିଷୟରେ କୌଣସି ସନ୍ଧାନ ପାଆନ୍ତି, ଦୟାକରି ଶଙ୍କର୍ଷଣ ନାହାକଙ୍କୁ 7735451143 ନମ୍ବରରେ ଯୋଗାଯୋଗ କରନ୍ତୁ।

(Kindly share widely.)

Our friend DC Rider Narendra Sahu has been missing since yesterday. He had gone for a picnic to Bariapathar Waterfall, located at the foothills of Mahendragiri Mountain on the Ganjam–Gajapati border, along with Ganjam Toka Ram Facebook blogger Sankarsan Nahak.

At the picnic spot, he went out saying he needed to use the restroom and did not return. A formal complaint has been lodged at the nearest police station. Despite extensive searches conducted by police personnel and his friends, no trace of him has been found yet.

If anyone has any information about him, please contact Sankarsan Nahak at 7735451143.

#ନିଖୋଜ #ନରେନ୍ଦ୍ରସାହୁ #ମହିନ୍ଦ୍ରଗିରି #ଗଞ୍ଜାମ #ଗଜପତି #ବାରିଆପଥରଜଳପ୍ରପାତ #ସହପାଠୀ #ଖୋଜାଖୋଜି #ତତ୍କାଳସହଯୋଗ #ତାଜାଖବର

31/07/2025

Address

Koraput, OD, India
Koraput
764020

Telephone

7377466488

Website

Alerts

Be the first to know and let us send you an email when Alok Photography posts news and promotions. Your email address will not be used for any other purpose, and you can unsubscribe at any time.

Share