Digital dream photography

Digital dream photography digital dream photography

Photography by....Digital dream photography 097771 59791
30/06/2025

Photography by....
Digital dream photography
097771 59791

Photography by digital dream photography
15/05/2024

Photography by digital dream photography

Photography Digital dream photography 097780 11223
10/12/2023

Photography Digital dream photography
097780 11223

30/10/2023

Neta sundari
ନେତ କୁମାରୀ ସେବାୟତ ସମାଜର ଏକ ନିଆରା ପରମ୍ପରା । କୁମାରୀ କନ୍ୟା ଭବିଷ୍ୟତ ରେ ଭଲ ସ୍ବାମୀ ପାଇବା ନିମନ୍ତେ ଏହି ବ୍ରତ ପାଳନ କରିଥାନ୍ତି ।ଆଶ୍ୱିନ ଶୁକ୍ଳ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ମାର୍କଣ୍ଡେଶ୍ବର ପୁଷ୍କରିଣୀ କୁ ଋଷିଗଣଙ୍କୁ ପୂଜା କରିବାକୁ ଯାଇଥାନ୍ତି । ସନ୍ଧ୍ୟା ପରେ ଚନ୍ଦ୍ର ଦର୍ଶନ କରି ମହାପ୍ରସାଦ ଭୋଜନ କରି ବ୍ରତ ପାଳନ କରିଥାନ୍ତି ।

ନେତ ପିଲା - ନେତ କୁମାରୀ ସେବାୟତ ସମାଜର ଏକ ନିଆରା ପରମ୍ପରା ।  କୁମାରୀ କନ୍ୟା ଭବିଷ୍ୟତ ରେ ଭଲ ସ୍ବାମୀ ପାଇବା ନିମନ୍ତେ ଏହି ବ୍ରତ ପାଳନ କରି...
24/10/2023

ନେତ ପିଲା - ନେତ କୁମାରୀ ସେବାୟତ ସମାଜର ଏକ ନିଆରା ପରମ୍ପରା । କୁମାରୀ କନ୍ୟା ଭବିଷ୍ୟତ ରେ ଭଲ ସ୍ବାମୀ ପାଇବା ନିମନ୍ତେ ଏହି ବ୍ରତ ପାଳନ କରିଥାନ୍ତି ।ଆଶ୍ୱିନ ଶୁକ୍ଳ ପଞ୍ଚମୀ ଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ମାର୍କଣ୍ଡେଶ୍ବର ପୁଷ୍କରିଣୀ କୁ ଋଷିଗଣଙ୍କୁ ପୂଜା କରିବାକୁ ଯାଇଥାନ୍ତି । ସନ୍ଧ୍ୟା ପରେ ଚନ୍ଦ୍ର ଦର୍ଶନ କରି ମହାପ୍ରସାଦ ଭୋଜନ କରି ବ୍ରତ ପାଳନ କରିଥାନ୍ତି ।
"ବଳି ରେ ବଳି ନ କର କଳି
କାଲି ଆଣିଦେବି ସରୁଚା କୋଳି
ସରୁଚ କୋଳି ଯେ ଉପରେ ଘିଅ
ଧୂପ କଟି ଗଲେ ରଜା ଙ୍କ ବୋହୁ
ରଜାଙ୍କ ବୋହୁ ଯେ ବଡ଼ ବିନ୍ଧାଣୀ
ଟେକି ଧରିଥଲେ ସପତ ଫେଣି
ଅଇନ କଲେ କି ବଇନ କଲେ
ମୁଣ୍ଡ ପୋତି କରି ସ୍ନାହାନ କଲେ "

ଟିକି ଟିକି ପିଲାଙ୍କ କଣ୍ଠରୁ ଶୁଣିବାକୁ ମିଳେ ଉକ୍ତ ଲୋକ ଗୀତ ।

Photo By -

"stolen moments"Photography Digital dream photography Ph@9778011223
06/10/2023

"stolen moments"
Photography Digital dream photography
Ph@9778011223

"stolen moments"Of Barsha n nanu
06/10/2023

"stolen moments"
Of Barsha n nanu

Address

Puri
752001

Alerts

Be the first to know and let us send you an email when Digital dream photography posts news and promotions. Your email address will not be used for any other purpose, and you can unsubscribe at any time.

Share

Category