07/10/2020
Dear followers, thankyou for your constant support till date. We are completely aware that there have been no posts on the page lately.
These are turbulent times for everyone. We, the admins have also been dealing with some issues for which the development of our page has become sluggish.
We strive to bring you the best pictures from our little town, in return we ask for your undying support. We need your help to grow stronger. Please share our work with your friends and family.
We have a lot of things coming up your way pretty soon starting with the renaming of our page, from 'Beautiful Puri' to 'Puri Pixels'.
Thanks for all the love & support ❤️
Team PuriPixels
ପ୍ରିୟ ଫଲୋୟର ବୃନ୍ଦ , ଆଜି ପର୍ଯ୍ୟନ୍ତ ଆପଣଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ | ଆମେ ସଂପୂର୍ଣ୍ଣ ଭାବେ ଅବଗତ ଅଛୁ ଯେ ସମ୍ପ୍ରତି ପେଜରେ ବହୁତ ସମୟ ରୁ କୋଣସି ପୋଷ୍ଟ ହୋଇନାହିଁ |
ଏହା ସମସ୍ତଙ୍କ ନିମନ୍ତେ ଏକ କଷ୍ଟ ଦାୟକ ସମୟ ଅଟେ | ଆମେ, ଆଡମିନିମାନେ ମଧ୍ୟ କିଛି ସମାନ ପରିସ୍ଥିତି ଦେଇ ଗତି କରୁଛୁ ଯେଉଁଥି ପାଇଁ ଆମ ପେଜର ବିକାଶ ଶିଥିଳ ହୋଇଯାଇଛି |
ଆମେ ଆମ ଛୋଟ ଓ ସୁନ୍ଦର ସହର ର ସର୍ବୋତ୍ତମ ଚିତ୍ର ଉତ୍ତଳନ କରିବାକୁ ଚେଷ୍ଟା କରୁ, ଏହାର ପ୍ରତିବଦଳରେ ଆମେ ଆପଣ ମାନଙ୍କ ଅଦମ୍ୟ ସମର୍ଥନ ଲୋଡୁଛୁ | ଉତ୍ତମ ହେବାକୁ ଆମେ ଆପଣଙ୍କ ସାହାଯ୍ୟ ଆବଶ୍ୟକ କରୁ | ଦୟାକରି ଆମର ପେଜ ଆପଣଙ୍କର ସାଙ୍ଗ ଏବଂ ପରିବାର ବୃନ୍ଦ ଙ୍କ ସହ ସେଆର କରନ୍ତୁ |
ଆଗାମୀ ସମୟରେ ଅନେକ ନୂତନ ବିଚାର ଓ ବିଷୟବସ୍ତୁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ, ଏହାର ଆରମ୍ଭ ଆମେ ଆମ ପେଜର ନାମ ପରିବର୍ତ୍ତନ କରି ଆରମ୍ଭ କରୁଛୁ | ଏବେଠାରୁ 'ବିଉଟିଫୁଲ୍ ପୁରୀ' , 'ପୁରୀ ପିକ୍ସେଲ୍' ନାମରେ ଜଣା ଯିବ |
ଆପଣମାନଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ❤️
ଟିମ୍ ପୁରୀ ପିକ୍ସେଲ୍ |